OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ତୁମପାଇଁ ମୋର ଏ ମହାଶୁନ୍ୟତା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ତୁମପାଇଁ ମୋର ଏ ମହାଶୁନ୍ୟତା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଅପେକ୍ଷା ନୁହଁ, ଏତ ମହା ପ୍ରତୀକ୍ଷା,
ଆଖିଭରି ଦେଖିବାକୁ, ଭରିବାକୁ ଶୁନ୍ୟତା ॥

ମୁହୁର୍ତ୍ତେ ଅପସରି ଯାଏ, ଅସହାୟ ଯନ୍ତ୍ରଣା
ତୁମକୁ ଦେଖିଦେଲେ, ଭରିଉଠେ ପୁଲକତା ॥

ଏ ପ୍ରତୀକ୍ଷାର ଅନ୍ତନାହିଁ, ଅନନ୍ତ ଆଦିମପ୍ରାୟ,
ମୁହୁତେ ତୁମକୁ ଦେଖିବାକୁ ମୋ ଶରୀର ପ୍ରାଣବନ୍ତ ॥

ତୁମେ ମୋର ହୁଅ ଅବା ନାହିଁ ନିୟତିର ଇଛା
ବଂଚିରୁହ ମୋ ମଧ୍ୟେ, ତୁମପାଇଁ ମୋର ଏ ମହାଶୁନ୍ୟତା ॥



ପୂର୍ଣ୍ଣଚନ୍ଦ୍ର ଭୂୟାଁ
ପଦାର୍ଥ ବିଜ୍ଞାନ ଶିକ୍ଷକ, ବ୍ରହ୍ମପୁର

0 Comments