ଆଜି ର ଅଭିବ୍ୟକ୍ତି - ତପସ୍ଵିନୀ ଦାଶ

ଆଜି ର ଅଭିବ୍ୟକ୍ତି - ତପସ୍ଵିନୀ ଦାଶ

ପାହାଡ଼ରେ ମଥା ପିଟୁ
ଅବା କେ ଫୋପାଡୁ ବୋଲୁଓ
ରକ୍ତ ବହିବତ ବହିବ...

କହିବାକୁ ଦିଅ ବା ନ ଦିଅ
ଅବା ଛଡାଇ ନିଅ କଲମ
ଭକ୍ତ ତା ମନ କଥା କହିବି ହିଁ କହିବ...

0 Comments