Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଆମ ଶକ୍ତି - ରମାକାନ୍ତ ମିଶ୍ର

ଆମେ ଭିତରୁ ଶକ୍ତ ଯେବେ ଆମକୁ ନିଜର ଦୁର୍ବଳତା ଜଣା ଅଛି
ଆମେ ସୁନ୍ଦର ଯେବେ ଆମକୁ ନିଜର ଭୁଲ ଗୁଡିକ ଜଣା ଅଛି
ଆମେ ବୁଦ୍ଧିମାନ ଯେବେ ଆମେ ନିଜ ଭୁଲ ରୁ ଶିକ୍ଷା ଲାଭ କରିଛୁ
ଜୀବନ ହେଉଛି ଗୋଟିଏ କଳା ଯାହାକୁ ଅଲିଭା କରି ଅଙ୍କାଯାଏ
ସାବଧାନ ହେବା ଜୀବନର ଛୋଟ ଛୋଟ ସ୍ବପ୍ନ ଗୁଡିକର ପୂରଣ ଯାଏ
ଆମର ବୟସ ଯାହା ହୋଇ ଥାଉ ଯଦି କାଲିର ରୂପରେଖ କରି ପାରୁଛୁ
ତେବେ ଏବେବି ଆମର ଅନେକ ଶକ୍ତି ଅଛି ତାକୁ ପାଇ ପାରିବାକୁ


ରମାକାନ୍ତ ମିଶ୍ର

Post a Comment

0 Comments