ପରମାଣୁ ଗଳ୍ପ - ପଡିଶା ଘର ମାଆ - ଅମିତ ରଣା

ପରମାଣୁ ଗଳ୍ପ - ପଡିଶା ଘର ମାଆ - ଅମିତ ରଣା

ମାଆଟିର କାନ୍ଦଣା ଓ କେନ୍ଦରାବାଳାର କେନ୍ଦରା ଲୟ ସମାନ ହେଇଯାଇଥିଲା । ପୁଅ ଟି ମାଆକୁ ନିର୍ଦ୍ଦୟ ଭାବରେ ବାଡଉ ଥିଲା । ପଡିଶା ସହି ପାରିଲେନି ବୋଲି ଥାନାକୁ ଗଲେ । ଥାନା ରୁ ଡକରା ପଡ଼ିଲା ମାଁ ପୁଅଙ୍କୁ । "କି ରେ... ତୋ ବୋଉକୁ କାଇଁ ବାଡେଇଲୁ ?" ପୁଅ ପାଟିରୁ କଥା ନ ବାହାରୁ ମାଁ କହିଲା, "ନାଇଁ ବାବୁ ମତେ ୟେ କାହିଁକି ମାରିବ ! ପଡିଶା ଲୋକେ ମୋ ପୁଅ ଖୁସି ସହି ନ ପାରି ତମ ଠି ମିଛରେ ଫେରାଦ୍ କରିଛନ୍ତି ମୋ ପୁଅ ନାଁ ରେ" ଏହା ଶୁଣି ପୁଅ ଓ ପଡିଶା ଉଭୟ କାଠ ପାଲଟୁଥିଲେ.......।

8 Comments

  1. ବହୁତ ସୁନ୍ଦର ବନ୍ଧୁ

    ReplyDelete
  2. Hemanta Ku. BaraiJuly 17, 2018 at 11:34 PM

    ବହୁତ ଭଲ ଗଳ୍ପଟିଏ,ଭଲ ଲାଗିଲା

    ReplyDelete
  3. ଲକ୍ଷ୍ମୀନାରାୟଣ ପଟ୍ଟନାୟକJuly 17, 2018 at 11:58 PM

    ଛୋଟ ହେଲେବି ଗଳ୍ପଟି ବହୁତ ସୁନ୍ଦର

    ReplyDelete
  4. Bahut dhanyabad

    ReplyDelete
  5. bahut bhala lagila

    ReplyDelete
  6. Bahut dhanyabad

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।