Information

ଜୀବନ୍ତ ଠାକୁର - ରମାକାନ୍ତ ମିଶ୍ର

ଠାକୁରଙ୍କର ହୋଇବ ନବ ଯଉବନ
ପୁଲକିତ ସଭିଙ୍କର ତାନ ଆଉ ମନ
ସଭିଏଁ ଚିନ୍ତିତ କଳା ଠାକୁର ବ୍ୟଥିତ
ଅଣସରରେ ଓଷୁଅ ନେଇ ହେଲେ ସୁସ୍ଥ
କଳା ଠାକୁରଙ୍କ ମହୀମା ଅପରମ୍ପାର
କଳି ଯୁଗରେ କାଳିଆ ଜୀବନ୍ତ ଠାକୁର I


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧

Post a Comment