Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭିନ୍ନ ଭିନ୍ନ ବୟସର ସଫଳତା -ରମାକାନ୍ତ ମିଶ୍ର

ବର୍ଷକର ସଫଳତା ନିଜେ ନିଜେ ଚାଲି ପାରିବା
ଚାରି ବର୍ଷର ସଫଳତା ନିଜ ପ୍ୟାଂଟ୍ରେ ପରିସ୍ରା ନ କରିବା
ଆଠ ବର୍ଷର ସଫଳତା ନିଜ ଘର ଫେରନ୍ତା ବାଟ ଜାଣିବା
ବାର ବର୍ଷର ସଫଳତା ନିଜର କେତେକ ବନ୍ଧୁ ସୃଷ୍ଟି କରିବା
ଅଠର ବର୍ଷର ସଫଳତା ନିଜ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା
ତେଇଶି ବର୍ଷର ସଫଳତା କୌଣସି ବିଶ୍ୱ ବିଦ୍ୟାଳୟର ସ୍ନାତକ ହେବା
ପଚିଶି ବର୍ଷର ସଫଳତା ଅର୍ଥ ପ୍ରାପ୍ତି କରିବାର କ୍ଷମତା ପ୍ରାପ୍ତ କରିବା
ତିରିଶ ବର୍ଷର ସଫଳତା ନିଜ ପାଇଁ ଗୋଟିଏ ପରିବାର ସୃଷ୍ଟି କରିବା
ପଞ୍ଚତିରିଶ ବର୍ଷର ସଫଳତା ପର୍ଯ୍ୟାପ୍ତ ଅର୍ଥ ଆଗମନର ବ୍ୟବସ୍ଥା କରିବା
ପଞ୍ଚଚାଳିଶ ବର୍ଷର ସଫଳତା ଗୋଟିଏ ଯୁବସୁଲଭ ବ୍ୟକ୍ତିତ୍ୱର ଅଧିକାରୀ ହେବା
ପଞ୍ଚଶତବର୍ଷର ସଫଳତା ନିଜ ପିଲା ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା
ପାଞ୍ଚଶତପଞ୍ଚ ବର୍ଷର ସଫଳତା ନିଜ କର୍ତ୍ତବ୍ୟ ଗୁଡିକୁ ସୁ ସମ୍ପାଦନ କରିବା
ଷଷ୍ଠଦଶ ବର୍ଷର ସଫଳତା ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ କୁ ବାଯାଏ ରଖିବା
ଷଷ୍ଠଦଶପାଞ୍ଚ ବର୍ଷର ସଫଳତା ବିନା ରୋଗରେ ବଂଚି ରହି ପାରିବା
ସପ୍ତଦଶ ବର୍ଷର ସଫଳତା କାହାରି ଉପରେ ବୋଝ ସୃଷ୍ଟି ନ କରିବା
ଅଷ୍ଟାଦଶ ବର୍ଷର ସଫଳତା ପୁଣି ନିଜ ଘରକୁ ଫେରିବା ବାଟକୁ ଚିନ୍ହିବ
ଅଷ୍ଟଦଶପାଞ୍ଚ ବର୍ଷର ସଫଳତା ପୁଣି ନିଜ ପ୍ୟାଂଟ୍ରେ ମୂତ୍ର ତ୍ୟାଗ ନ କରିବା
ନଅଦଶ ବୟସରେ କାହାରି ବିନା ସହାୟତାରେ ଚାଲି ପାରିବା
ଏହା ପରର ସଫଳତା ପୁଣି ମୂଳରୁ ଚକ୍ର ର ପୁନରାବୃତ୍ତି ହେବା


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

Post a Comment

0 Comments