Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମନ - ରମାକାନ୍ତ ମିଶ୍ର

ସବୁ ଜାଣିଛି
ସବୁ ବୁଝିଛି
ମନ ଚଗଲା
ହୁଏ ପାଗଲା
କଣ ହୋଇବ
ସଂଚୟ କରି
ଜୀବନ ନାଆ
ହୁଏନି ସାହା
କାହିଁକି ପୁଳେ
ନେବି ଠୁଳାଇ
ସମ୍ବରଣ ତ
ପାରୁନି କରି
ମନ ଚଗଲା
ମୋହରେ ବନ୍ଧା
ଜୀବନ ମୃତ୍ୟୁ
ସାଥିରେ ବନ୍ଧା ।


ରମା କାନ୍ତ ମିଶ୍ର

Post a Comment

0 Comments