ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କବିତା - ବ୍ୟଥା ଅଟେ ସେ କବିତା - ମାନସ ରଞ୍ଜନ ପଟ୍ଟନାୟକ

କବିତା - ବ୍ୟଥା ଅଟେ ସେ କବିତା - ମାନସ ରଞ୍ଜନ ପଟ୍ଟନାୟକ



କବିତା - ବ୍ୟଥା ଅଟେ ସେ କବିତା
ରଚନା ଓ ଆବୃତ୍ତି - ମାନସ ରଞ୍ଜନ ପଟ୍ଟନାୟକ


1 Comments

  1. ମନ୍ତବ୍ୟ ଆଉ ମତାମତ ଗଠନ ସର୍ଵଦା ମୂଳକ ହେବା ଆବଶ୍ୟକ କାରଣ ସ୍ରଷ୍ଟା ତା' ସୃଷ୍ଟିର ସମୃଦ୍ଧି ନିମିତ୍ତ ପାଠକର ଆବେଗ ଓ ଭାବାବେଗ ସହିତ ଜଡିତ ହେବା ଏକାନ୍ତ ବାଞ୍ଛନୀୟ ! ପାଠକର ମତାମତ କୃତି କୁ ପରିପୁଷ୍ଟ କରେ , ଓ ଏହା ଅନବଦ୍ୟ କୃତିର ସ୍ଵୀକୃତି ଭାବେ ପ୍ରତିଷ୍ଠିତ ହୋଇଥାଏ କେବଳ ପାଠକୀୟ ଆଦୃତି ନିମିତ୍ତ !

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।