ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବାପା - ହୃଷିକେଶ ଜାଲି

ବାପା - ହୃଷିକେଶ ଜାଲି

ଅଚଳ ମହାମେରୁ
ଅତଳ ସାଗର
ସ୍ରୋତସ୍ୱିନୀ ଧାର
କରୁଣାର ମୂର୍ତ୍ତିମନ୍ତ
ବିଶ୍ୱାସର ଅମୃତଧାରା
ମୋ ବାପା
ସ୍ୱର୍ଗ ଠାରୁ ଅତୀବ ମହାନ
ଜନ୍ମ ଜନ୍ମ କଳ୍ପଜନ୍ମ
ପରେ ବି
ସୁଝି ହୁଏ ନାହିଁ
ପିତୃତ୍ୱ ଋଣ ।



ମୁନିଗୁଡା, ରାୟଗଡ, ଓଡ଼ିଶା
ଦୂରଭାଷ: ୯୪୩୭୭୪୮୪୫୬

0 Comments