ବରଷା - ପ୍ରଶାନ୍ତ ରଞ୍ଜନ ରଥ

ବରଷା - ପ୍ରଶାନ୍ତ ରଞ୍ଜନ ରଥ

ବାହାରେ ବରଷା ଭିତରେବରଷା
ଆନମନା ହୁଏ ମନ
କିଛି ପିଇଯାଏ ଓଠ ଦେଇ ମିଠା ଦରଦ
ବୁଝିବି ବୃଝିହୁଏନା ଏ ଅବୁଝା ମନ




ମହିଳୋ, ଜଗତସିଂହପୁର

0 Comments