OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କାଇଞ୍ଚ ମାଳି - ପ୍ରକାଶ କୁମାର ଚାନ୍ଦ

କାଇଞ୍ଚ ମାଳି - ପ୍ରକାଶ କୁମାର ଚାନ୍ଦ

ଆଖି ତୁମ ଆଖି ନୁହେଁ
ବନ୍ଧୁକର ଗୁଳି
ଓଠ ତୁମ ଓଠ ନୁହେଁ
ପଦୁଅଁର କଳି ।

ମନ ତୁମ ମନ ନୁହେଁ
ଅଛିଣ୍ଡା ଗଣିତ
ପ୍ରେମ ତୁମ ପ୍ରେମ ନୁହେଁ
ଅଵୁଝା ସାହିତ୍ୟ
ସ୍ୱପ୍ନ ତୁମ ସ୍ୱପ୍ନ ନୁହେଁ
ସତେ କି ବିଜୁଳି ।
ଆଖି ତୁମ ଆଖି ନୁହେଁ
ଵନ୍ଧୁକର ଗୁଳି...


ଚାଲି ତୁମ ଚାଲି ନୁହେଁ
ସତେ ରାଜହଂସି
କଥା ତୁମ କଥା ନୁହେଁ
ସାତ ସୁର ଵଂଶୀ
ହସ ତୁମ ହସ ନୁହେଁ
କାଇଁଚର ମାଳି ।
ଆଖି ତୁମ ଆଖି ନୁହେଁ
ଵନ୍ଧୁକର ଗୁଳି...



ଜୟପୁର ଶାସନ, ପିପିଲି, ପୁରୀ,
ଦୂରଭାଷ: ୯୮୫୩୩୫୪୯୩୮

2 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।June 24, 2018 at 2:35 AM

    ବହୁତ ସୁନ୍ଦର ।
    ଧନ୍ୟବାଦ ।

    ReplyDelete
  2. ହେମନ୍ତ କୁମାର ବରାଇJune 24, 2018 at 11:45 PM

    ବହୁତ ଭଲ ଲାଗିଲା କବିତାଟି,ନମସ୍କାର

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।