Information

ଖାସ୍ ତୁମରି ପାଇଁ କି - ହୃଷୀକେଶ ପାଢୀ

ତୁମେ ପାଶେ ଥିଲେ କେତେ ଯେ ଆନନ୍ଦ
କେ କରି ପାରିବ କଳି
ତୁମ ହାତ ସ୍ପର୍ଶ ମୋ ଦେହେ ବାଜିଲେ
ମନ ପଡଇ ଉଛୁଳି






ହୃଷୀକେଶ ପାଢୀ
ବୋଳକଣା, ଡେଲାଙ୍ଗ, ପୁରୀ

Post a Comment