"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଆବେଗ - ହୃଷୀକେଶ ପାଢୀ

ଆବେଗ - ହୃଷୀକେଶ ପାଢୀ

ତୁମେ ପାଶେ ଥିଲେ
କେତେ ଯେ ଆନନ୍ଦ
କିଏ ସେ ପାରିବ କଳି.....
ତୁମ ହାତ ସ୍ପର୍ଶ
ମୋ ଦେହେ ବାଜିଲେ
ମନ ପଡଇ ଉଛୁଳି ।




ହୃଷୀକେଶ ପାଢୀ
ସଂପାଦକ- ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ

3 Comments

  1. ସିଦ୍ଧେଶ୍ଵର ତ୍ରିପାଠୀApril 9, 2018 at 8:50 PM

    sundar ekapadi

    ReplyDelete
  2. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।April 15, 2018 at 4:22 PM

    ବହୁତ ଧନ୍ୟବାଦ

    ReplyDelete
  3. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।April 15, 2018 at 4:22 PM

    ବହୁତ ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।