ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଖରାବେଳ ବସ ରେ - ମହାଗାଲୁଆ ସନୁ

ଖରାବେଳ ବସ ରେ - ମହାଗାଲୁଆ ସନୁ

ଧୁ ଧୁ ଖରା ବେଳେ ଧରି ବସ,
ସିଟତ ନଥିଲା ଫୁଲ ରସ,
ବହୁତ କଷ୍ଟ ରେ କିଛି ବାଟରେ ପାଇଲି ସିଟ ।।

ସୁନ୍ଦରୀବାଳା ର ନିକଟେ,
ଅତର ଗନ୍ଧ କୁ ଆହା ତା ରୂପ,
ସତରେ ସିଏ କି ୨୦୦୦ କଡ଼ାକ ନୋଟ ।।

ଭୁବନେଶ୍ୱର ରୁ ଯିବାର ଥିଲା ଭଦ୍ରକ,
୩ ଘଣ୍ଟା ର ବାଟ ନୁହେଁ ଜମା ପାଖ,
ପାଖରେ ପାଇକି ଝିଅ କି,
ଭାବିଲି ଯାତ୍ରା ମୋର ହେଇଯିବ ଶୋର୍ଟ ।।

ଏସି ବସ ରେ ବି ବାହାରୁ ଥିଲା ଝାଳ,
ମୁହଁ ପୋଛିବାକୁ ବାହାର କଲି ରୁମାଲ,
ଏଡିକି ସେ ଝିଅ ଛଟକି କହିଲା ଦେଖିକି ,
ମୁଁ କହିଲି କଣ ହେଲାକି,
ଉଡିଯିବ ମୋ ମେକପ ଲାଗିଛି ଯେତିକି ।।

ଭାବିଲି ଆହା ଲୋ ମୋ ବିଶ୍ୱ ସୁନ୍ଦରୀ,
ପୋଛିବିନି ଆଉ ଝାଳ ହେଉ ଯେତେ ମୋହରି ।।
କ୍ରମଶଃ .........




ରାୟଗଡା, ଗୁଣପୁର

0 Comments