Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରୀତି କି ଫିକା - ସନ୍ତୋଷ କୁମାର ମହାନ୍ତି

କେତେ ଫଗୁ ଆସି ଚାଲି ଗଲା ,
ବିଞ୍ଚି ପାରିଲାନି ପୀରତି ର ନିଶା,
ତୁମ ଦୁଇ ପଦ କଥା ଏତେ ମିଠା ଲାଗିଲା,
ସର୍ବ ଅଙ୍ଗେ ମୋର ଖେଳିଲା ଝାଲ୍ସା,

କେମିତି କା ସେ ପ୍ରେମର ଅବିର,
ଫିକା ଫିକା ବାକି ସବୁ ରଙ୍ଗ,
କବିତା ଲେଖେ ମୁଁ ସାଜି ପ୍ରେମୀ ପ୍ରବୀର,
ମତୁଆଲା ହୋଇ ପ୍ରେମ ର ଭାଙ୍ଗ

ପ୍ରୀତି ର ରୁଧିର ହୋଇବ କେବେ ସାକ୍ଷୀ,
ମିଳନ ହେବ ହେବ ଦୁଇ ପ୍ରାଣ
ଦୈହିକ ମିଳନେ ହୃଦୟ ପକ୍ଷୀ,
ଆତ୍ମା ର କୋଠରୀରେ ପଡିଛି ଜୀବନ ।।



ମହାଗାଲୁଆ ସନୁ, ଗୁଣପୁର, ରାୟଗଡା

Post a Comment

0 Comments