Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କବି - ସତ୍ୟରଞ୍ଜନ ଦାସ

ଫୁଲ.. ମାଳୀର
ଈଶ୍ୱର.. ବଡପଣ୍ଡାର
ଚନ୍ଦ୍ର, ସୂର୍ଯ୍ୟ.. ଆକାଶର
ପାହାଡ, ଜମି, ଜଳ, ସଂପଦ.. କମ୍ପାନୀର
ପୃଥିବୀ ମଝିରେ ଠିଆ ହୋଇଛି ଜଣେ..
ଏସବୁକୁ କହୁଛି ମୋର ମୋର !!!
ତାକୁ ପାଗଳ ନ କହି
ତମେ କବି କହି ପାର !!!



ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ

Post a Comment

0 Comments