OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ମୁଁ ଆଉ ସ୍ୱର୍ଗଦ୍ୱାର - ସତ୍ୟ ରଞ୍ଜନ ଦାସ

ମୁଁ ଆଉ ସ୍ୱର୍ଗଦ୍ୱାର - ସତ୍ୟ ରଞ୍ଜନ ଦାସ

କୋଠରୀ ଭିତର ଅନ୍ଧକାର
ଦୈତ୍ୟର ଗର୍ଜନ ସ୍ବର,
ଲୋତକ ଭରା ନୟନରେ
ଧାର ଧାର ଅଶ୍ରୁ ମୋର !

କେମିତି ଦେଖାଇବି କାହାକୁ କହିବି
ଏ ନିର୍ଜନ ଯନ୍ତ୍ରଣା ର ଚିତ୍କାର,
ଚାହିଁପାରିଲେ ବି କହି ପାରେନା
ନିଜ ଲୋକ ଏବେ ପର !



ନିର୍ଲୋଭ ଭରା ଜୀବନରେ
ସେଭଗବାନ ଏକା ସାହା ମୋର
ଆଉ ବଂଚିବାକୁ ଇଚ୍ଛା ନାହିଁ,
ଶେଷ ଠିକଣା ମୋର "ସ୍ୱର୍ଗଦ୍ୱାର" !!!




କବି ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ
ଲାଠିକଟା, ସୁନ୍ଦରଗଡ, ମୋ: ୯୦୯୦୭୪୦୫୦୧

2 Comments

  1. ଧନ୍ୟବାଦ ସତ୍ଯ ରଞ୍ଜନ। ଖୁବ୍ ସୁନ୍ଦର କବିତା।

    ReplyDelete
  2. ଧନ୍ୟବାଦ ଶୁଭ ଭାଇ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।