Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସମ୍ପର୍କ - ସୌମ୍ୟ ରଞ୍ଜନ ପାଲ

ସୌମ୍ୟ ରଞ୍ଜନ ପାଲ
ବଡସୋଲ, ଝାରପୋଖରୀଆ
ମୟୂରଭଞ୍ଜ, ଦୂରଭାଷ : ୯୯୩୭୮୮୯୮୩୩

କିଏ ସେ ଯୋଡେ
କିଏ ସେ ଭାଙ୍ଗେ
କିଏ ପୁଣି ରଙ୍ଗାଏ
କେଉଁ ନୂତନ ରଙ୍ଗେ ॥
କିଏ କହେ ବନ୍ଧନ ଅତୁଟ
କିଏ କହେ ମରୀଚିକା
କିଏ କହେ ଧୂଳିକଣା
କେଉଁ ବନ୍ୟାର ବିଭୀଷିକା ॥
କିଏ ଦେଖେ ସ୍ଵପ୍ନ
କିଏ ପୁଣି ଉଜାଡିଦିଏ
କିଏ ସହିଯାଏ ପୁଣି
କିଏ ବାଲିଘର ସମ ଭାଙ୍ଗିଯାଏ
କିଏ ରହେ ଶାନ୍ତ ପୁଣି
କିଏ ତାଣ୍ଡବ ଭିଆଏ
କିଏ ଲୀନ ହୁଏ ପୁଣି
କିଏ ସ୍ଵର୍ଣ୍ଣାକ୍ଷରେ ଲେଖିଯାଏ ॥

Post a Comment

0 Comments