Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରତିଶ୍ରୁତି - ସତ୍ୟନାରାୟଣ ସାହୁ

ସତ୍ୟନାରାୟଣ ସାହୁ
ହଳଦୀପଦା, କଲ୍ୟାଣପୁର, ଖୋରଧା
ଦୂରଭାଷ : ୯୯୩୭୮୬୭୬୦୧

ମୋ ପାଇଁକି ତୁମେ ଜହ୍ନ ଭିତରେ
ଜୋଛନାବି ସାଜିଥିଲ
ତୁମରି ଫୁଲର ବାସ୍ନାରୁ ମୋତେ
ଆଞ୍ଜୁଳାଏ ବାଣ୍ଟିଗଲ ॥
କଥା ଦେଇଥିଲ ଭଲପାଏ ମୋତେ
ପ୍ରତାରଣା ଦେବନାହିଁ
ଯେବେ ଭୁଲିଗଲ କାହାକୁ କହିବି
ସବୁତ ତୁମରି ପାଇଁ ॥

Post a Comment

0 Comments