Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କୁମାର ପୂର୍ଣ୍ଣିମା

ଦାଶରଥି ସାହୁ
କଳମ୍ବ, ପୋଲସରା, ଗଞ୍ଜାମ

କୁଆଁରୀ ପୂଜିବେ ଚଉରା ମୂଳରେ
କୋଠିକୁ ସଜେଇ ଦେଇ
ମାନସିକ ତାଙ୍କ ଚନ୍ଦ୍ରସମ ରୂପ
ଗୋଟିଏ କୁମାର ପାଇଁ .... ॥

ପୂଜା ଅରଚନା ତ୍ୟାଗ ଉପାସନା
ଓଡିଶା ସଂସ୍କୃତି ଏଇ
କେତେ ମହାନତା ଆମରି ଚଳନୀ
ବୁଝ ମୋ ଭଉଣୀ ଭାଇ... ॥

Post a Comment

0 Comments