Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଲକ୍ଷ୍ମୀପୂଜା - ଢେଙ୍କାନାଳ

ଓଡିଶାର ସଂସ୍କୃତି ମାନଚିତ୍ରରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ଆସିଛି । ପ୍ରତ୍ୟେକ ବର୍ଷ ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ଏଗାର ଦିନ ଧରି ଏହି ପୂଜା ଅନୁଷ୍ଠିତ ହୋଇଥାଏ । ୧୯୨୩ ମସିହାରେ ପ୍ରଥମ କରି ଢେଙ୍କାନାଳର କୁଞ୍ଜସାହୁ ଛକରେ ଅନୁଷ୍ଠିତ ହୋଇଥିଲା ଯାହାକି ବର୍ତ୍ତମାନର ଗଣେଶ ବଜାର ନାମରେ ପରିଚିତ । ପରବର୍ତ୍ତୀ ସମୟରେ ଢେଙ୍କାନାଳ ସହରର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଏହି ପୂଜା ପାଳିତ ହୋଇ ଆସୁଅଛି । ସମଗ୍ର ଢେଙ୍କାନାଳ ସହର ବିଭିନ୍ନ ପୂଜା ମଣ୍ଡପ ଓ ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହା ଓଡିଶାର ସବୁଠାରୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅଟେ ।


ଓଡିଶା ପ୍ରସିଦ୍ଧ ଲକ୍ଷ୍ମୀପୂଜା, ଢେଙ୍କାନାଳ - ଫଟୋ : ଅନୁପ କୁମାର ରାଉତ, ସି-୬, ଆଇ.ଆର.ସି. ଭିଲେଜ, ଭୁବନେଶ୍ଵର


[gallery type="square" link="none" size="medium" ids="4206,4201,4202,4203,4204,4205,4207"]

Post a Comment

0 Comments