Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଚିନ୍ତା ଓ ଚେତନା

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଜୀବନର ପଥ କେବେ କୁସୁମିତ
କେବେ ପୁଣି କଣ୍ଟକିତ
ସତ୍ୟ, ନ୍ୟାୟ, ଧର୍ମ ପଥେ ଦେବା ଧ୍ୟାନ
ପାପକ୍ଷୟ ଜନ୍ମାର୍ଜିତ.... ॥

ନୋହିଁ ମୋହାଚ୍ଛନ୍ନ ହେବା ଧ୍ୟାନମଗ୍ନ
କାମିନୀ ସୁଖକୁ ତ୍ୟାଗୀ
ବିଭୁକୃପା ଆଶେ ବଳାଇ ମାନସ
ପାଇବା ସକଳ ସିଦ୍ଧି.... ॥

ଜୀବନ ଓ ମୃତ୍ୟୁ ନୂଆ କିଛି ନୁହଁ
ସର୍ବେ ଯେ କାଳର ଅଧୀନ
ପରମାତ୍ମା ସହ ଆତ୍ମାର ମିଳନେ
ମୁକ୍ତି ହେବା ତତକ୍ଷଣ.... ॥

Post a Comment

0 Comments