Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସୁଆଣ୍ଡୋ ବ୍ରାହ୍ମଣ ଗୋସେଇଁ

ତପନ ଦୀକ୍ଷିତ (ବେଳାଭୁମି)
ନାଶିକେଶ୍ଵର, କାକଟପୁର, ପୁରୀ

ହେ ପରମ ପୂଜ୍ୟ !
ତୁମେ ଯେବେ ଆସିଥିଲ
ଖେଳୁଥିଲା ମଳୟରେ ଅଗୁରୁ ଚନ୍ଦନ,
ଫର ଫର ଉଡୁଥିଲା ପତିତପାବନ
ହେଲେ ,
ଯେଉଁଦିନ ଗଲ ଚାଲି
ସେଇଦିନୁ ମୋ ଉତ୍କକଳେ
ବହୁଅଛି 'ଅଣଚାଷ ଝଞ୍ଜା ର ପବନ',
ଥମିବାର ନାମ ନେଉନାହିଁ
ଆଉଥରେ ଜନ୍ମ ହେଉ
ହେ ସୁଆଣ୍ଡୋ ବ୍ରାହ୍ମଣ ଗୋସେଇଁ ।।

Post a Comment

0 Comments