ପରିବା ଖେଳ

ପରିବା ଖେଳ

ମହାଗାଲୁଆ ସନୁ,
ରାୟଗଡା, ଗୁଣପୁର

(କାର୍ତ୍ତିକ ମାସରେ ପନିପରିବାର ଆକାଶଛୁଆଁ ବଜାର ଦରକୁ ନେଇ ରଚିତ ବ୍ୟଙ୍ଗ କବିତା)

ଶହେ ଶହେ ରେ ଖେଳ,
ବଜାରରେ ପରିବା ଦେଖି ବହୁଛି ଝାଳ,
ପୋଟଳ ନାନୀ ର ହଉନି ଝୋଳ,
କାଙ୍କଡ଼ ନନା ର ହେଇଛି ବେଳ,
ଟମାଟୋ ପାଇଁ ପକେଟ ଦୁର୍ବଳ,
କାର୍ତ୍ତିକ ମାସ ରେ ହବିଷ,
ଭାବୁଛି କୁକୁଡ଼ା ଝୋଳ କରି କରିବି ଆସ,
ନହେଉ ପ୍ରସନ୍ନ ହର ଆଉ ହରି,
ଆମିଷ ଖାଇକି ହବିଷ ଯିବି ପୁରୀ ।

1 Comments

  1. ମୁଁ ବଣମଲ୍ଲୀ ର ଉତ୍ତୋରାତ୍ତର ଉନ୍ନତି କାମନା କରୁଛି l ପ୍ରକାଶିତ ଲେଖା ଗୁଡିକ ଅତି ସୁନ୍ଦର ଓ ମନଛୁଆଁ l
    ଜୟ ଜଗନ୍ନାଥ ସ୍ଵାମୀ l
    ଅମ୍ଳାନ ପ୍ରହରାଜ (ବ୍ୟଙ୍ଗ ଗୋସେଇଁ)

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।