Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହେ ପ୍ରଭୁ !

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଷୋଡଶୀ ମାୟାରେ ହୋଇଗଲି ବାଇ
ନାହିଁ ଧନ ସନମାନ
ଷୋଳନାମ ତୋର ମନେ ନାହିଁ ମୋର
ମହାମୂର୍ଖ ମୁଁ ଅଜ୍ଞାନ....

ମନ୍ତ୍ର, ଯନ୍ତ୍ର, ତନ୍ତ୍ର ନ'ଜାଣଇ କିଛି
ଧିକ ମୋ ପତିତ ପ୍ରାଣ
ପ୍ରାଣ ଯିବା ଆଗୁ ଭଜିଲି ଶ୍ରୀହରି
ସାହା ତୁ ଚକାନୟନ....

Post a Comment

0 Comments