Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏ ଧରାପୃଷ୍ଠରେ ଜଗତଜନନୀ

ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋର୍ଦ୍ଧା

ମହିଷାମର୍ଦ୍ଦିନୀ ମାଆ
ଦୁର୍ଗାଙ୍କ ଆଗମନରେ...
ଅଧର୍ମ ଉପରେ ଧର୍ମର...
ଅସତ୍ୟ ଉପରେ ସତ୍ୟର...
ହିଂସା ଉପରେ ଶାନ୍ତିର...
ଅନ୍ୟାୟ ଉପରେ ନ୍ୟାୟର
ଏଵଂ,,,
ଅସୁରତ୍ଵ ଉପରେ ଦେବତ୍ୱର
ବିଜୟ ହେଉ...
ମା ଦୁର୍ଗାଙ୍କ କରୁଣା ଓ ଆଶୀର୍ବାଦ
ସଦା ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ରହିଥାଉ..
ଆପଣଙ୍କ ଭଲପାଇବା
ସଦା ଏମିତି ଥାଉ...
ଆପଣଙ୍କ ଜୀବନର ପ୍ରତିଟି କ୍ଷଣ
ମଙ୍ଗଳମୟ ହେଉ...
ଏତିକି କାମନା...

Post a Comment

0 Comments