Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାଉଁଶରାଣୀ ଖେଳ

http://www.youtube.com/watch?v=OEWT7oxWYck

ବାଉଁଶରାଣୀ ଖେଳ - ଏହା ଏକ ଦୁଃସାହାସିକ କ୍ରିଡା କୌଶଳ, ଏହାକୁ ବାଉଁଶରାଣୀ ନୃତ୍ୟ ବୋଲି ମଧ୍ୟ କୁହାଯାଏ । ପ୍ରାଚୀନ ଓଡିଶାର କିଛି ଅଞ୍ଚଳରେ ଏହି ନୃତ୍ୟ ପ୍ରଚଳିତ ଥିଲା । ଅଦ୍ୟାବଧି କାଁ ଭାଁ ଦେଖିବାକୁ ମିଳେ, କିଛି ସ୍ଵତନ୍ତ୍ର ସଂପ୍ରଦାଯର ଲୋକ ଏହି କଳା ନିପୁଣତାକୁ ନିଜର ଜୀବିକା ନିମନ୍ତେ ପ୍ରଦର୍ଶନ କରିଥାନ୍ତି । ଏହି ଦୃଶ୍ୟଟିରେ ଗୋଟିଏ ଛୋଟ ଶିଶୁର ଏହି କଳା ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ଦୁଃସାହାସିକ କଳା ପ୍ରଦର୍ଶନରେ ଜଣେ ଶିଶୁକୁ ବ୍ୟବହାର କରାଯାଇଥିବାରୁ ଏହା ଆଇନତଃ ଅପରାଧ ବୋଲି ଆଇନଜ୍ଞ ମାନେ ମତ ଦିଅନ୍ତି । ଶିଶୁ ସୁରକ୍ଷା ଆଇନର ଉଲଂଘନ ହେଉଥିବାରୁ, ଏହି ଦୃଶ୍ୟରେ ଶିଶୁଟିର ମୁଖମଣ୍ଡଳକୁ ଲୁକକାୟିତ ରଖାଯାଇଛି । ଏହି ବିପଦପୂର୍ଣ୍ଣ କ୍ରିଡା ପ୍ରଦର୍ଶନରେ ଶିଶୁ ମାନଙ୍କୁ ନିୟୋଜିତ କରାନଯାଉ, ଏଥିପ୍ରତି ଜନ ସାଧାରଣ ଓ ସରକାର ସଚେତନ ହେବା ଜରୁରୀ ।

Post a Comment

1 Comments

  1. ଏହା ଓଡିଶାର ପ୍ରାଚୀନ କ୍ରିଡା କୌଶଳର ଝଲକ ସତ, କିନ୍ତୁ ଏହି ବିପଦ ସଙ୍କୁଳ କ୍ରିଡାରେ ଶିଶୁ ମାନଙ୍କୁ ବ୍ୟବହାର କରାନଯାଉ । କୋମଳମତି ଶିଶୁ ମାନଙ୍କୁ ଏଥିରେ ନିୟୋଜିତ କରିବା ଆଇନତଃ ଅପରାଧ ।

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।