Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରୀତା ଅପରାଜିତା ମହାନ୍ତି

ବଣମଲ୍ଲୀର ମହକ


ଫୁଲର ଆଦର ସବୁଠି
ରାଜଦ୍ଵାରରୁ ଶ୍ମଶାନ ଯାଏ
ସବୁଠି ତାକୁ ଖୋଜାପଡେ
ନବବଧୂର ଗଭାର ଗଜରାରେ
ସେ ଭାରି ମନଲୋଭା ଲାଗେ
କେତେବେଳେ ବୀର ସୈନିକଙ୍କ କବରରେ... ।
ହେଲେ ଏମିତି କିଛି ଫୁଲ ଅଛି
ଭାରି ସୁନ୍ଦର ବାସ୍ନାଭରା
ସେ ସେମିତି ବଣରେ ଫୁଟି
ସେଇଠି ଅକାଳରେ ଝରିପଡେ... ।
ସେଇ ପ୍ରତିଭା ମାନଙ୍କୁ
ବଣମଲ୍ଲୀର ମହକ ଇ-ପତ୍ରିକା
ଲୋକ ଲୋଚନକୁ ଆଣେ
ଦେଶ ବିଦେଶରେ ଓଡିଆ ସାହିତ୍ୟକୁ
ନୂଆ ମାଇଲ ଖୁଣ୍ଟରେ ପହଞ୍ଚାଇ ପାରେ...,
ଏ ପ୍ରୟାସରେ ସହଭାଗୀ ସମସ୍ତଙ୍କୁ
ଜଗନ୍ନାଥ ସହାୟ ହୁଅନ୍ତୁ...,
ସେମାନେ ସାହିତ୍ୟ ରଥକୁ
ଏମିତି ଆଗେଇ ନିଅନ୍ତୁ... ।


ରୀତା ଅପରାଜିତା ମହାନ୍ତି
ପ୍ଳଟ ନଂ- ୮୩-ସି, ଆମ୍ରପଲ୍ଲୀ,
ଶୈଳଶ୍ରୀବିହାର, ଭୁବନେଶ୍ଵର
ଦୂରଭାଷ - ୯୩୩୮୫୮୪୮୫୭

Post a Comment

0 Comments