ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନେତାଏ ତେଜନ୍ତି ଜାତିଆଣ ଭାବ ନିଆଁ

ନେତାଏ ତେଜନ୍ତି ଜାତିଆଣ ଭାବ ନିଆଁ

ଦଳିତ ହାଣ୍ଡିରେ ବରାଦୀ ପଙ୍ଗତ
ପକେଇ ଅମିତ ଶାହା
ସପନ ଦେଖୁଚି ଓଡିଶା ରାଇଜେ
ପଦୁଅଁ ଫୁଟିବ ଯାହା
ଚାହାଁରେ ମକରା ଚାହାଁ
ଭୋଅଟ ପେଇଁକି ନେତା ତେଜୁସୁନ୍ତି
ଜାତିଆଣ ଭାବ ନିଆଁ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା


0 Comments