Information

ତକ୍ଷଶିଳା ଡକ୍ଟରେଟ

ଦଶମ ଫେଏଲ ଲାଲୁର ପୁଅକୁ
ତକ୍ଷଶିଳା ଡକ୍ଟରେଟ
ଡକଟର ଡିଗିରୀ ବଜାରେ ବିକିରି
ନେଏଟ ରେ ଦେଖ ରେଟ
ପୋଅଷ୍ଟ, ପାୱାର, ନୋଟ
ପାଶେ ଯଦି ଅଛି ଡାଇନୋସର ଅଣ୍ଡା
ଖାଅ କରି ଆମଲେଟ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0 Comments