Information

ମୀନକେତନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଓଡିଆ ସିନେମା ଇଣ୍ଡଷ୍ଟ୍ରି ଗାଡିଆ
ଛାଡି ଚାଲିଗଲେ ମୀନ
କେତନ ତାଙ୍କର ସଦା ଉଡୁଥିବ
ସିନେପ୍ରେମୀ ହୃଦ ବନ
ପ୍ରଭୁ ପତିତପାବନ
ତୁମ୍ବ ଶ୍ରୀଚରଣେ ଲୀନ ହୋଇଯାନ୍ତୁ
ଅକିଞ୍ଚନ କରେ ଧ୍ୟାନ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0 Comments