ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନୀଳାଦ୍ରୀବିଜେ

ନୀଳାଦ୍ରୀବିଜେ

ନ ଦିନ ଯାତରା ମଜାରେ ବିତେଇ
ଘର ନେଉଟୁଚି କାଳିଆ
ନକ୍ଷ୍ମୀ ସାଆନ୍ତାଣୀ କ୍ରୋଧେ ଜରଜର
ହାତେ ରଥକାଠ ଫାଳିଆ
କାଳିଆର ବହୁ ଅଳିଆ
ଗୁହାରୀ କରୁଛି କ୍ଷମାକର ବାରେ
ଧରି ରସଗୋଲା ଥାଳିଆ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

0 Comments