ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନୋକେ ପଚାରନ୍ତି

ନୋକେ ପଚାରନ୍ତି

ମାଷ୍ଟର ପିଲାର ଯଦି କାନ ମୋଡେ
ଦଫା ନାଗେ ଜୋରଦାର,
ହୋମଗାର୍ଡଙ୍କୁ ମାମୁଁ ଆଣ୍ଠେଇଲେ
କଣ ତା’ର ପ୍ରତିକାର ?
ଆର॰ଆଇ ଙ୍କ କାରବାର,
ନୋକେ ପଚାରନ୍ତି ଦଣ୍ଡଦେବା ତାଙ୍କ
ସମ୍ବିଧାନ ଅଧିକାର ?


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

0 Comments