ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନିଆଳି ଖବର

ନିଆଳି ଖବର

ଅମ୍ଳାନ ପ୍ରହରାଜ, ନିରାକାରପୁର, ଖୋରଧା

ନିଆଳି ରେ ଯୋଉଁ ହେଟା ମେଣ୍ଢା ମାରେ
ପଡୁନେଇଁ ସିଏ ଧରା
ବଣୁଆ ବିଭାଗ ଜନ୍ତା ଟା ବସେଇ
ଅନିଦିରା ରାତିସାରା
ନୋକେ କହୁସୁନ୍ତି ସାରା,
ଜନ୍ତୁ ଟା କୁଆଡେ ପି॰ସି॰ ଦେଇକରି
ଟେଣ୍ଡର ନେଇଚି ପରା

0 Comments