ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବଢୁଛି ସସପେନ୍ସ

ବଢୁଛି ସସପେନ୍ସ

ରନ୍ଧାବଢା ଆଉ ଘରଣୀ କରୁନି
ଟିଭିକୁ ରହୁଛି ଚାହିଁ
ସସପେନ୍ସ ବଢୁଛି ମେଣ୍ଢାଖିଆ ଜନ୍ତୁ
ଧରାପଡିଲା ନା ନାଇଁ
ଚୁଲି ଫୁଙ୍କେ ବସି ମୁଇଁ
ଭାବିଚି ଆଜିଠୁଁ କଉପୂନି ପିନ୍ଧି
ମଠକୁ ଯିବି ପଳେଇ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

0 Comments