ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବଡଦାଣ୍ଡେ ହଟହଟା

ବଡଦାଣ୍ଡେ ହଟହଟା

ନବ ଯଉବନ ଦରଶନ ପେଇଁ
ପହଞ୍ଚିଲି ବଡଦାଣ୍ଡ,
ମୋଟ୍ର ସାଇକେଲ ସାଇଡରେ ରଖି
ମାରି ଦେଇଥିଲି ଷ୍ଟାଣ୍ଡ ।
ଦେଖ ଇନ୍ଦିରଙ୍କ କାଣ୍ଡ,
ଅସରେ ବର୍ଷାରେ ଦାଣ୍ଡ ଉଛୁଳଇ
ବାଇକରେ ଖେଳେ ଧଣ୍ଡ ।


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

0 Comments