ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଦଇତାଙ୍କ ମାନସିକତା

ଦଇତାଙ୍କ ମାନସିକତା

ଦିଅଁ ଙ୍କୁ ଭକତ ଛୁଇଁସିନ୍ତି ବୋଲି
କହୁସୁନ୍ତି ସେବାୟତ,
ଜଗା ହଉସିନ୍ତି କୁଣ୍ଢାକୁଣ୍ଢି ଦିଅଁ
ବୋଲେ ଜଗୁନି ଦଇତ ।
ଦେଖି ବିପରୀତ ମତ,
ସିସିଟିଭି ଦେଖି ଛୁଇଁବା ଲୋକକୁ
ଖୁଆ ମାମୁଁଘର ଭାତ ।


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

0 Comments