Information

ଆମର ଦାବୀ ପୂରଣ ହେଉ

ଆନ୍ଧରା ବେଙ୍କ ରୁ ଚଉଦ ହଜାର
ନେଇଥିଲି କୃଷିଋଣ,
ସ୍ଲୋଗାନ ଦଉଚି ପି॰ଏମ॰ଜି ଛକରେ
ଛାଡ କରିଦିଅ ଋଣ,
ସର୍କାର ହେ ତେମେ ଶୁଣ,
ପଚାଶ ହଜାର ଏସ॰ଏଚ॰ଜି ଲୋନ ଟା
ତା'ସାଙ୍ଗେ ବାକିଆ ଜାଣ ।


ଯେଉଁ ମାନେ ଚାଷୀର ଦାବୀ ନେଇ ରାଜରାସ୍ତାକୁ ନିଜର ଘର କରି ସାରିଲେଣି, ସେମାନେ କଣ କେବଳ ଚାଷ କରି କୁଟୁମ୍ବ ପୋଷୁଛନ୍ତି ?


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0 Comments