Information

ଭୋଅଟ ବେଏଙ୍କ ପଲଟିକ୍ସ

ଜାତି ବିଚାରରେ ସର୍କାରୀ ଚାକିରୀ
ସଂରକ୍ଷଣ ଆଜି ଯାଏଁ,
ଜାତି ଆଧାରରେ ରାଷ୍ଟ୍ରପତି ପ୍ରାର୍ଥୀ
ବଡ ବିଡମ୍ବନା ହାଏ !
ନେତାଙ୍କର କିସ ଯାଏ ?
ଭୋଅଟ ବେଏଙ୍କ ପଲଟିକ୍ସ ପେଇଁ
ଦେଶ ସ୍ଵାର୍ଥ ଗୁଡବାଏ ।


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0 Comments