Information

ଶ୍ରୀରାମଲୀଳା ନୃତ୍ୟ ପରମ୍ପରା

ମଙ୍ଗଳାଯୋଡିର ଶ୍ରୀରାମଲୀଳା ନୃତ୍ୟ ପରମ୍ପରା ଅନେକ ପ୍ରାଚୀନ । ପବିତ୍ର ରାମାୟଣ ପୁରାଣ ଆଧାରରେ, ଶ୍ରୀରାମ ନବମୀ ଠାରୁ ଏହି ଶ୍ରୀରାମଲୀଳା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲଙ୍କପତି ରାବଣର ରାଜ ଦରବାରରେ ଶିବ ତାଣ୍ଡବ ନୃତ୍ୟର ଏକ ଝଲକ ଏହି ଦୃଶ୍ୟରେ ଦେଖନ୍ତୁ ।


http://www.youtube.com/watch?v=8jg0tZaKGX4

Post a Comment

0 Comments