Welcome LitLover

ସୃଜନର ପଥେ ପଥେ

ବଣମଲ୍ଲୀର ମହକ – ଓଡିଆ ପାଠକ ମାନଙ୍କ ପାଇଁ ଏକ ସୌରଭିତ ସାହିତ୍ୟ ପତ୍ରିକା । ଯେଉଁଠାରେ ନବୀନ ଓ ପ୍ରବୀଣ ସାହିତ୍ୟକାର ମାନଙ୍କ ସୃଜନଶୀଳ ସୃଷ୍ଟି  ଗୁଡିକୁ ପ୍ରତି ମାସରେ ପ୍ରକାଶିତ କରାଯାଇଥାଏ । କବିତା, ଗଳ୍ପ, ପ୍ରବନ୍ଧ, ନିବନ୍ଧ ଓ  ସମୀକ୍ଷା ଆଦି ଏହି ପତ୍ରିକାରେ ସ୍ଥାନ ପାଇଥାଏ ।

ଓଡିଆ ସାହିତ୍ୟ ଓ ସଂସ୍କୃତିର ମୋହରେ ପ୍ରେରିତ ହୋଇ, ଆମେ ଆପଣଙ୍କ ସୃଜନାତ୍ମକ ଭାବନାକୁ ସ୍ୱାଗତ କରୁଛୁ । ଓଡ଼ିଆ ଭାଷାର ଗଭୀର ଦାର୍ଶନିକତା, ଜୀବନ ଦର୍ଶନ, ଲୋକସଂସ୍କୃତି ଓ ପାରମ୍ପରିକ ଗାଥାଗୁଡ଼ିକୁ ଆଧାର କରି ଆପଣ ଯେଉଁ ସାହିତ୍ୟ ରଚନା କରୁଛନ୍ତି – କବିତା, ଗଳ୍ପ, ଉପନ୍ୟାସ, ସାଂସ୍କୃତିକ ଲେଖା ଓ ନିବନ୍ଧ ଗୁଡ଼ିକୁ ଏଠି ଦାଖଲ କରି ଏହି ମଞ୍ଚରେ ଯୋଡି ହୁଅନ୍ତୁ । ଆସନ୍ତୁ, ଏହି ମଞ୍ଚକୁ ଆମେ ନିଜର ଚିନ୍ତା ଚେତନା ଓ ସୃଜନାଶୀଳତାର ଆଧାର ଓ ଅଭିଜ୍ଞତାର ଗଭୀରତାରେ ଗଢ଼ି ତୋଳିବା ।

VOL.09 – ISSUE.11 – NOV 2025
ନବମ ବର୍ଷ – ଏକାଦଶ ସଂଖ୍ୟା – ନଭେମ୍ବର ୨୦୨୫